ଓଡ଼ିଶାରେ ମେଟ୍ରୋ ରେଳ ନେଟ୍‌ୱାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଓଡ଼ିଶାରେ ମେଟ୍ରୋ ରେଳ ନେର୍ଟୱାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମଳିନାହିଁ ବୋଲି ଆଜି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଓଡ଼ିଶାରେ ମେଟ୍ରୋ ରେଲ୍‌ ନେଟ୍‌ଓ୍ଵାର୍କ ନିମନ୍ତେ କୌଣସି ଯୋଜାନ ଅଛି କି, ଏବଂ ଯଦି ଅଛି ତାହା କେବେ ଆରମ୍ଭ ହେବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର … Continue reading ଓଡ଼ିଶାରେ ମେଟ୍ରୋ ରେଳ ନେଟ୍‌ୱାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ମିଳିନାହିଁ: ହରଦୀପ ସିଂହ ପୁରୀ